ଇଂଜିନିୟରିଙ୍ଗ ଛାତ୍ରଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ରାୟଗଡା: ଏକ ଘରୋଇ ଇଂଜିନିୟରିଙ୍ଗ କଲେଜର ଜଣେ ଇଂଜିନିୟରିଙ୍ଗ ଛାତ୍ର ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଜଣା ପଡ଼ିଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

Read more