ଥାନାରୁ ଫେରାର ହେଲା, ମହାନଦୀରୁ ମୃତଦେହ ମିଳିଲା!

କଟକ : ଗତକାଲି କ୍ୟାଣ୍ଟନମେଣ୍ଟ ପୁଲିସ ହେପାଜତରୁ ଫେରାର ହୋଇଥିବା ଅଭିଯୁକ୍ତର ମୃତଦେହ ଆଜି ଯୋବ୍ରା ନିକଟରେ ଭାସୁଥିବାର କୁହାଯାଉଛି | ତେବେ ମୃତଦେହଟି ଉକ୍ତ ଅଭିଯୁକ୍ତଙ୍କର

Read more