ଦ୍ଵିତୀୟ ଥର ମାଆ ହେଲେ ଦେବିନା ବାନାର୍ଜୀ, ଘରକୁ ଆସିଲା ନହ୍ନୀ ପରୀ

ମୁମ୍ଵାଇ ୧୧।୧୦: ଦେବିନା ବାନାର୍ଜୀ ଏବଂ ଗୁରୁମିତ ଚୌଧୁରୀ ପୁଣି ଥରେ ପିତାମାତା ହେଲେ। ୭ ମାସ ପରେ ଦେବିନା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି।

Read more