ଗଲୱାନ ବୀର ସହିଦ ଦୀପକ ସିଂହଙ୍କ ପତ୍ନୀ ରେଖା ଦେବୀ ହେବେ ସୈନ୍ୟ ଅଫିସର

ନୂଆଦିଲ୍ଲୀ,୦୬/୦୨: ପୂର୍ବ ଲଦ୍ଦାଖର ଗଲୱାନ ଘାଟିରେ ଜୁନ ୧୫, ୨୦୨୦ରେ ଚୀନ ସହ ହୋଇଥିବା ସଂଘର୍ଷରେ ସହିଦ ନାୟକ ଦୀପକ ସିଂଙ୍କ ପତ୍ନୀ ଏବେ ସ୍ୱାମୀଙ୍କ ରାସ୍ତାରେ ଯିବା

Read more