ରଶ୍ମିକାଙ୍କ ପରେ ଡିପ୍‌ଫେକ୍‌ ଭିଡିଓର ଶିକାର ହେଲେ କାଜଲ

ମୁମ୍ବାଇ: କିଛିଦିନ ତଳେ ଜଣାଶୁଣା ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଡିପ୍‌ଫେକ୍‌ ଭିଡିଓ ଭାଇରାଲ ହୋଇଥିଲା | ଆଉ ବର୍ତ୍ତମାନ ଡିପ୍‌ଫେକ୍‌ ଭିଡ଼ିଓର ଶିକାର ହୋଇଛନ୍ତି କାଜଲ |

Read more