ଇନଷ୍ଟାଗ୍ରାମ୍‌ରେ ଡିଲିଟ୍‌ ହୋଇଥିବା ଫଟୋକୁ କିପରି କରିବେ ରିଷ୍ଟୋର , ଜାଣନ୍ତୁ ଏହାର ପୂରା ପ୍ରୋସେସ୍‌

ନୂଆଦିଲ୍ଳୀ ୦୨।୦୫ : ସୋସିଆଲ ମିଡିଆର ଲୋକପ୍ରିୟ ଆପ୍‌ ଇନଷ୍ଟାଗ୍ରାମ୍‌ । ଯାହା ବର୍ତ୍ତମାନ ଯୁବପିଢିଙ୍କ ପାଇଁ ଟ୍ରେଣ୍ଡ ପାଲଟିଛି । ଯାହାକୁ ଦେଖିବ ଇନଷ୍ଟାଗ୍ରାମରେ ଲାଗି ରହୁଛନ୍ତି।

Read more