ସ୍ୱାମୀଙ୍କ କାନ କାମୁଡ଼ି ଛିଣ୍ଡାଇଲେ ସ୍ତ୍ରୀ, ଥାନାକୁ ଗଲା ମାମଲା

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରରେ ଝଗଡ଼ା ହେବା ସ୍ୱାଭାବିକ। କିନ୍ତୁ ବେଳେ ବେଳେ ଏହି ଝଗଡ଼ା ଉଗ୍ର ରୂପ ନେଇଥାଏ। ଏପରିକି ଉଭୟ ପରସ୍ପର ଉପରେ କରିଥାନ୍ତି ମରଣାନ୍ତକ ଆକ୍ରମଣ।

Read more