ସାଂପ୍ରତିକ ପ୍ରସଙ୍ଗକୁ ଏଡେଇବା ପାଇଁ ବିଜେଡି ଅଯଥା ବୟାନବାଜି କରୁଛି: ଦିଲୀପ ମଲ୍ଲିକ

ଭୁବନେଶ୍ୱର, ତା.୨୬/୦୪: ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନ ଉଠିଲାବେଳେ ଅଯଥାରେ ବିଜେପି ଯୁବମୋର୍ଚ୍ଚା ସଭାପତି ଇରାସିସ୍ ଆଚାର୍ଯ୍ୟଙ୍କ ସମ୍ବର୍ଦ୍ଧନାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରୁଛି ବିଜେଡି

Read more