ଡେଲିଭରୀ ବୟ୍‌ଙ୍କୁ ଅପହରଣ ମାମଲା: ମଧ୍ୟପ୍ରଦେଶରୁ ଠାବ, ଅପହରଣ ନାଟକ ରଚିଥିବା ସନ୍ଦେହ

ଭୁବନେଶ୍ୱର: ଲିଙ୍ଗପୁରର ସ୍ୱିଗୀ ଡେଲିଭରୀ ବୟଙ୍କୁ ଅପହରଣକୁ ନେଇ ସସ୍‌ପେନ୍ସ । ମଧ୍ୟପ୍ରଦେଶରୁ ପତିତପାବନଙ୍କୁ ଠାବ କଲା ପୋଲିସ । ରେଲୱେ ପୋଲିସ  ସହାୟତାରେ ଉଦ୍ଧାର କଲା

Read more