ଅଣାୟତ୍ତ ହେଉଛି ଡେଙ୍ଗୁ! ଆକ୍ରାନ୍ତ ସଂଖ୍ୟା ୭୦୦ ଟପିଲା

ରାଉରକେଲା: ଜିଲ୍ଲାରେ କୋକୁଆ ଭୟ ଖେଳାଇଲାଣି ଡେଙ୍ଗୁ। ବିଶେଷକରି ରାଉରକେଲାରେ ଡେଙ୍ଗୁ ଅଣାୟତ୍ତ ହେବାରେ ଲାଗିଛି। ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ଅଞ୍ଚଳ ଅପେକ୍ଷା ରାଉରକେଲା ଇସ୍ପାତ

Read more