ଦମୟନ୍ତୀ ମାଝୀ ହେଲେ CMCର ଡେପୁଟି ମେୟର, ନିଦ୍ୱନ୍ଦ୍ୱରେ ନିର୍ବାଚିତ

କଟକ ୦୭।୦୪ : ଦମୟନ୍ତୀ ମାଝୀ ହେଲେ ଡେପୁଟି ମେୟର । କଟକ ମହାନଗର ନିଗମର ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଛନ୍ତି ଦମୟନ୍ତୀ ମାଝୀ ।

Read more