ଧକ୍କା ଦେଇ କାର୍‌ ନଷ୍ଟ କଲେ ବାଇକ୍‌ ଆରୋହୀ; ରାଗିଯାଇ ଗ୍ରାମବାସୀଙ୍କୁ ପାଟି କଲେ ଦେବେ ଗୌଡ଼ାଙ୍କ ବୋହୂ

ବେଙ୍ଗାଲୁରୁ: ଜଣେ ବାଇକ୍‌ ଆରୋହୀଙ୍କ ଧକ୍କା ଯୋଗୁଁ କାର୍‌ ନଷ୍ଟ ହୋଇଯିବାରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌. ଡି. ଦେବେଗୌଡ଼ାଙ୍କ ବୋହୂ ଭବାନୀ ରେବନ୍ନା ଗ୍ରାମବାସୀଙ୍କୁ ପାଟି କରୁଥିବାର

Read more