କେବଳ ଓଡ଼ିଶା ନୁହେଁ, ସାରା ଭାରତର ଚାଷୀଙ୍କୁ କେନ୍ଦ୍ର ସରକାର ଏମଏସପି ବୃଦ୍ଧି ନେଇ ପ୍ରତାରିତ କରିଛନ୍ତି’

ଭୁବନେଶ୍ବର: କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ବୃଦ୍ଧି କରନ୍ତୁ ବୋଲି ଦାବି ହୋଇ ଆସୁଥିବା ବେଳେ ଗୁରୁବାର ଏ ନେଇ ନିଜ

Read more