ଫିକା ପଡ଼ିବ ପାର୍ବଣ, ଏଥର ବି ଗଣେଶ ଓ ଦୁର୍ଗା ପୂଜାରେ ଭକ୍ତଙ୍କୁ ମଣ୍ଡପ ମନା

ଭୁବନେଶ୍ୱର: ପାର୍ବଣ ନେଇ ଆସିଲା ସ୍ୱତନ୍ତ୍ର ରିଲିଫ୍ କମିଶନଙ୍କ ଗାଇଡଲାଇନ୍ । ଗତବର୍ଷ ଭଳି ଏବର୍ଷ ମଧ୍ୟ ବିନା ଭକ୍ତରେ ସମସ୍ତ ପୂଜା, ପାର୍ବଣ ହେବ ।

Read more