ଦୁର୍ନୀତି ଅଭିଯୋଗ ଆସିବା ପରେ ଡିଜିସିଏ ଏରୋସ୍ପେସ୍ ନିର୍ଦ୍ଦେଶକ କ୍ୟାପଟେନ୍ ଅନୀଲ ଗିଲ୍ ନିଲମ୍ବିତ

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ)ର ଏରୋସ୍ପେସ୍ ନିର୍ଦ୍ଦେଶକ କ୍ୟାପଟେନ୍ ଅନୀଲ ଗିଲଙ୍କୁ ନିଲମ୍ବିତ କରାଯାଇଛି। ବୁଧବାର ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଅନୀଲ ଗିଲ୍ ଏକ

Read more