ସୌମ୍ୟଙ୍କ କଟାକ୍ଷ: ବିଜେଡିର ଅହଙ୍କାର ବଢ଼ିଯାଇଛି

 ବିଜେଡିକୁ ଆଜି ୨୫ ପୂରି ୨୬ ଚାଲିଲା।  ବିଜେଡିର ଏହି ପ୍ରତିଷ୍ଠା ଦିବସରେ ନିଜ ଦଳକୁ ପାଠ ପଢ଼ାଇବା ସହ ତେରଛା ବାଣ ମାରିଛନ୍ତି ବିଜେଡି ବିଧାୟକ

Read more