୧୪ ରାଉଣ୍ଡ ଶେଷ ସୁଦ୍ଧା ୭୬୬୧ ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀ ଆଗୁଆ

ଭଦ୍ରକ ୦୬।୧୧ : ଧାମନଗର ଉପନିର୍ବାଚନ ଫୈସଲା । ଚାଲିଛି ଭୋଟଗଣତି । ଲଗାତର ଭାବେ ପ୍ରତି ରାଉଣ୍ଡରେ ବିଜେପି ପ୍ରାର୍ଥୀଙ୍କ ଭୋଟ୍‌ ବ୍ୟବଧାନ ବଢିଚାଲିଛି ।

Read more