ଯୁବତୀଙ୍କୁ କାମ କରିବା ପାଇଁ ନେଇ ୟୁପିରେ ବିକ୍ରି କରିଦେଲେ ଦଲାଲ୍‌, ଝିଅକୁ ଉଦ୍ଧାର ପାଇଁ ବାପା-ମାଆଙ୍କ ଧାରଣା

ଆଠମଲ୍ଲିକ, ୧୭/୦୭: ଆଠମଲ୍ଲିକ ଥାନା ଅନ୍ତର୍ଗତ ନୁଆମାଣତିରି ଗ୍ରାମର ଯୁବତୀଙ୍କୁ ବାହାର ରାଜ୍ୟରେ ବିକ୍ରି ଅଭିଯୋଗ । ଜମ୍ବେସ୍ଵର ବେହେରାଙ୍କର ଝିଅ ସବିତ୍ରୀ ବେହେରାଙ୍କୁ ବୌଦ୍ଧ ଜିଲ୍ଲାର

Read more