୫ ଦଫା ଦାବି ନେଇ ଜାନୁଆରୀ ୧୧ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଟ୍ରକ ଧର୍ମଘଟ ଡାକରା

ଜାନୁଆରୀ ୧୧ରୁ ଟ୍ରକ ଧର୍ମଘଟ । ୫ ଦଫା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଡାକରା ଦେଇଛି ଓଡ଼ିଶା ରାଜ୍ୟ ଟ୍ରକ ମାଲିକ ସଂଘ

Read more