ୟୁପି ନିର୍ବାଚନରେ ମୋଦୀ-ଯୋଗୀଙ୍କୁ ପ୍ରଶଂସା, କିନ୍ତୁ ବିଜୟର ମାଷ୍ଟର ବ୍ରେନ୍ ଧର୍ମେନ୍ଦ୍ର

ନୂଆଦିଲ୍ଲୀ ୧୪/୦୩: ଉତ୍ତର ପ୍ରଦେଶରେ କାମ କଲା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରଣନୀତି । ଧର୍ମେନ୍ଦ୍ରଙ୍କ ଗୋଟି ଚାଳନାରେ ଫେଲ୍ ମାରିଲେ କଂଗ୍ରେସ, ସପା ଓ ବିଏସପି

Read more