ଏଥର ନିର୍ବାଚନ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ! ଇଣ୍ଡିଆନ ଏକ୍ସପ୍ରେସର ଓଡ଼ିଶା ଚାପ୍ଟରରେ ଭାଗ ନେଇ ପ୍ରଶ୍ନର ଉତ୍ତରରେ ରଖିଲେ ଜବାବ

ଏଥର ନିର୍ବାଚନ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦୈନିକ ଖବର କାଗଜ ଇଣ୍ଡିଆନ୍ ଏକ୍ସପ୍ରେସର ଓଡିଶା ଚାପ୍ଟରର କାର୍ଯ୍ୟକ୍ରମରେ ଭାଗ ନେଇ ନିଜେ ସୂଚନା ଦେଇଛନ୍ତି

Read more