ବିଏମ୍‌ସି ଉପରେ ଭରସା କରୁନାହାନ୍ତି ଗାଁଲୋକ- ଦାରୁଠେଙ୍ଗ ସରପଞ୍ଚ

ଭୁବନେଶ୍ୱର ୨୯।୦୮: ବିଏମ୍‌ସି ବାରମ୍ବାର ପ୍ରତିଶୃତି ଦେଇଥିଲେ ହେଁ, କୌଣସି ପ୍ରତିଶୃତି ପାଳନ ହୋଇନାହିଁ l ଯେଉଁଥିପାଇଁ ବିଏମ୍‌ସି ଉପରେ ଦାରୁଠେଙ୍ଗବାସୀ ବିଶ୍ୱାସ କରିପାରୁନାହାନ୍ତି l ତେଣୁ

Read more