ଛୁଟିରେ ଆସି ସ୍ତ୍ରୀକୁ ପିଟିପିଟି ମାରିଦେଲେ ସେନା ଯବାନ

ଢେଙ୍କାନାଳ: ଆର୍ମି ଯବାନଙ୍କ ଉନ୍ମତ୍ତକାଣ୍ଡ । ଛୁଟିରେ ଆସି ସ୍ତ୍ରୀକୁ ବାଡେଇ ବାଡେଇ ହତ୍ୟା ଅଭିଯୋଗ । ହତ୍ୟା ପରେ ଟାଉନ ଥାନାରେ ସରେଣ୍ଡର କଲା ହତ୍ୟାକାରୀ ସ୍ୱାମୀ

Read more