ଡିଜେଲ ଓ ପେଟ୍ରୋଲର ନୂଆ ଦର ଜାରି, ଜାଣନ୍ତୁ କମିଲା ନା ବଢ଼ିଲା!

ନୂଆଦିଲ୍ଲୀ ୧୦।୧୧: ତୈଳ କମ୍ପାନୀମାନେ ବୁଧବାର ଦେଶରେ ପେଟ୍ରୋଲ ଓ ଡିଜେଲର ନୂଆ ଦର ଜାରି କରିଛନ୍ତି। ତେବେ ଏଥିରେ ମୂଲ୍ୟ ହ୍ରାସ କି ବୃଦ୍ଧି ହୋଇ ନାହିଁ।

Read more