ବିଶ୍ୱାସ ଓ ଭକ୍ତି ଆଗରେ ହାରିଛି ଅକ୍ଷମତା ; ଜଗା ଡାକ ଶୁଣିଲା, ବଡ଼ଦାଣ୍ଡେ ପାଦ ଚଳିଲା

ପୁରୀ ୦୬/ ୦୩ : ଗାଁ ଦାଣ୍ଡକୁ  ଆସିବାକୁ ଅକ୍ଷମ ଥିବା ପାଦ ଆଜି ବଡ଼ଦାଣ୍ଡରେ। ବିଶ୍ୱାସରୁ ଆସିଯାଇଛି ବଳ। ଅକ୍ଷମ ପାଦ ଚଳିଛି।   ଜଗା ଆଡ଼କୁ

Read more