ହଳଦୀକୁଣ୍ଡ ଗାଁରେ ଅଜଣା ରୋଗ ଆତଙ୍କ, ୧୦ ଦିନରେ ଗଲାଣି ୬ ଜୀବନ

ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ହଳଦୀକୁଣ୍ଡ ଗାଁରେ ଅଜଣା ରୋଗ ଆତଙ୍କ । ୧୦ ଦିନରେ ଗଲାଣି ୬ ଜୀବନ । ୧୦ରୁ ଅଧିକ ଲୋକ ଆକ୍ରାନ୍ତ

Read more