ପରମ୍ପରା ଅନୁସାରେ ପୁରୀରେ ଚାଲିଛି ରଥ ଭଙ୍ଗା କାମ : ପ୍ରଥମ ପର୍ଯ୍ୟାୟରେ ଭଙ୍ଗାଯାଉଛି ସୁଭଦ୍ରାଙ୍କ ରଥ

ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପରେ ଏବେ ଚାଲିଛି ରଥ ଭଙ୍ଗା କାମ । ଭୋଇ ସର୍ଦ୍ଦାରଙ୍କ ନେତୃତ୍ୱରେ ଆଜି ଠାରୁ ତିନି ରଥଭଙ୍ଗା କାମ ବିଧିବଦ୍ଧ ଭାବେ ଅରମ୍ଭ

Read more