ନୂଆ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ନିଯୁକ୍ତ : ଜାଣନ୍ତୁ କାହାକୁ କେଉଁ ଜିଲ୍ଲାର ଦାୟିତ୍ୱ ?

ଭୁବନେଶ୍ୱର ୨୩।୦୯ : ନିଯୁକ୍ତ ହୋଇଛନ୍ତି ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ। ମନ୍ତ୍ରୀ ଓ ବିଧାୟକମାନଙ୍କୁ ୩୦ଟି ଯାକ ଜିଲ୍ଲାର ଯୋଜନା କମିଟି ଅଧ୍ୟକ୍ଷ ଦାୟିତ୍ବ ଦିଆଯାଇଛି।

Read more