କିସ୍ ଶ୍ରୀବାଣୀକ୍ଷେତ୍ରରେ ଦୀପାବଳି, ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ନିକଟରେ ଦୀପ ଜାଳିଲେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ
ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ କିସ୍ ଶ୍ରୀବାଣୀକ୍ଷେତ୍ରରେ ଦୀପାବଳି ଅମାବାସ୍ୟା ଯଥାରୀତି ଆୟୋଜିତ ହୋଇଯାଇଛି । ପୁରୀ ଶ୍ରୀମନ୍ଦିର ନୀତି ଅନୁସରଣରେ ଏଠାରେ ଅତି ସୁନ୍ଦର ଭାବେ
Read more