ଆସିଲା ଡିଜେ ଆଜେକ୍ସଙ୍କର ପୋଷ୍ଟମର୍ଟମ ରିପୋର୍ଟ, ଶ୍ୱାସରୁଦ୍ଧରୁ ହୋଇଛି ମୃତ୍ୟୁ

ଶ୍ୱାସରୁଦ୍ଧରୁ ଡିଜେ ଆଜେକ୍ସଙ୍କ ମୃତ୍ୟୁ। ପୋଷ୍ଟମୋର୍ଟମ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ଆଜେକ୍ଚଙ୍କ ବେକରେ ରହିଛି ଦୌଡି ଚିହ୍ନ। ପୋଲିସ ଜବତ କରିଥିବା ମୃତଦେହ ବ୍ୟବଛେଦ ରିପୋର୍ଟରୁ

Read more