ଗଣେଶ ପୂଜା ପାଇଁ କଟକଣା: ରାଜଧାନୀରେ ଡିଜେ ବନ୍ଦ, କେବଳ ବାଜିବ ପାରମ୍ପରିକ ବାଦ୍ୟ

ଭୁବନେଶ୍ବର: ଆଦ୍ୟ ଦେବତା ଶ୍ରୀ ଗଣେଶଙ୍କ ପୂଜା ଆସନ୍ତା ୭ ତାରିଖ ଦିନ ଠାରୁ ଆରମ୍ଭ ହେବ। ଦେଶବ୍ୟାପୀ ଗଣେଶ ପୂଜା ଉତ୍ସାହର ସହିତ ପାଳନ କରାଯିବ।

Read more