ରାଜ୍ୟପାଳଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ: ଡିଏମକେ ନେତା ଦଳରୁ ବହିଷ୍କୃତ

ନୂଆଦିଲ୍ଲୀ: ତାମିଲନାଡୁ ରାଜ୍ୟପାଳ ଓ ବିଜେପି ନେତ୍ରୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେବା ଅଭିଯୋଗରେ ଦ୍ରାଭିଡ ମୁନେତ୍ର କଜଘମ (ଡିଏମକେ) ନେତାଙ୍କୁ ରବିବାର ଦଳରୁ ବହିଷ୍କାର କରାଯାଇଛି।

Read more