ଡାକ୍ତରଙ୍କୁ ନିବେଦନ କରି ଘରକୁ ଡାକି ତାଙ୍କ ସମ୍ମୁଖରେ ପୋଷକ ଖୋଲିଦେଲେ ଯୁବତୀ, ତାପରେ…

ଲକ୍ଷ୍ନୌ:ଉତ୍ତରପ୍ରଦେଶର ବରେଲିରେ ଗୋଟାଏ ପରେ ଗୋଟାଏ ହନିଟ୍ରାପ ମାମଲା ଲଗାତର ସାମ୍ନାକୁ ଆସିବାରେ ଲାଗିଛି। ନିକଟରେ ସହରର ଏକ ବେସରକାରୀ ହସ୍ପିଟାଲର ଡାକ୍ତର ଏହାର ଶିକାର ହୋଇଛନ୍ତି।

Read more