ଡ. ଗାୟତ୍ରୀବାଳା ପଣ୍ଡା ସାହିତ୍ୟ ଏକାଡ଼େମୀ ପୁରସ୍କାରରେ ସମ୍ମାନିତ

ଭୁବନେଶ୍ୱର, ୧୨/୩: ସାହିତ୍ୟ ଏକାଡ଼େମୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି  ଡ. ଗାୟତ୍ରୀବାଳା ପଣ୍ଡା। କବିତା ସଂକଳନ “ଦୟାନଦୀ” ପାଇଁ  ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରା ଯାଇଛି

Read more