ମହାପ୍ରଭୁଙ୍କୁ ଲକ୍ଷେ ତୁଳସୀର ମାଳ, ୧୨ ହାତର ପଦ୍ମମାଳ ସହ ୧୪ ହାତ ପତିତପାବନ ବାନା ଲାଗି କଲେ ରାଷ୍ଟ୍ରପତି

 ଶ୍ରୀମନ୍ଦିର ଯାଇ ଗତକାଲି ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହାପ୍ରଭୁଙ୍କୁ ଦର୍ଶନ ବେଳେ ସାଧାରଣ ଦର୍ଶନ ବନ୍ଦ ରହିଥିଲା । ଶ୍ରୀମନ୍ଦିରକୁ ପାଛୋଟି

Read more