ମହାମହିମଙ୍କ ଅଭିଭାଷଣ: ମୁଁ ରାଷ୍ଟ୍ରପତି ହେବା ପ୍ରତିଟି ଗରିବଙ୍କ ଉପଲବ୍ଧି

ନୂଆଦିଲ୍ଲୀ: ସଂସଦ ଭବନରେ ସେଣ୍ଟ୍ରାଲ ହଲରେ ଶପଥ ନେଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁ  । ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ନିଜର ଅଭିଭାଷଣ ରଖିଥିଲେ

Read more