ଚାନ୍ଦିପୁରରୁ ସ୍ବଳ୍ପ ଦୂରଗାମୀ ଏଡିଏସ୍‌ କ୍ଷେପଣାସ୍ତ୍ରର ସଫଳ ବିମାନ ପରୀକ୍ଷଣ

ବାଲେଶ୍ବର/ଚାନ୍ଦିପୁର: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂସ୍ଥା(ଡିଆରଡିଓ)ର ଚାନ୍ଦିପୁରସ୍ଥିତ କ୍ଷେପଣାସ୍ତ୍ର ଘାଟି(ଆଇଟିଆର୍‌)ରୁ ଅତି ସ୍ବଳ୍ପ ଦୂରଗାମୀ ଏୟାର ଡିଫେନ୍ସ ସିଷ୍ଟମ(ଭିଏସ୍‌ଆର୍‌ଏଡିଏସ୍‌) ମିସାଇଲର କ୍ରମାଗତ ୨ଟି ପରୀକ୍ଷଣ ସଫଳ

Read more