୩୦ ତାରିଖ ମଧ୍ୟରେ ପ୍ରତିଶ୍ରୁତି ପୂରା ନହେଲେ ପୁଣି ରାଜରାସ୍ତାକୁ ଓହ୍ଲାଇବ ଡ୍ରାଇଭର ମହାସଂଘ

ଭୁବନେଶ୍ବର: ରାଜ୍ୟ ଡ୍ରାଇଭର ମହାସଂଘ ପୁଣି ଥରେ ଚେତାବନୀ ଦେଇଛି। ବାରମ୍ବାର ଆନ୍ଦୋଳନ ପରେ ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇପାରି ନଥିବାରୁ ମହାସଂଘ ତୀବ୍ର ଅସନ୍ତୋଷ

Read more