ପତ୍ନୀଙ୍କ ପେଟକୁ ଲାତ ମାରି ଜୀବନ ନେଇଗଲା ସ୍ୱାମୀ

ଗଜପତି : ସଇତାନ୍‌ ସାଜିଲା ସ୍ୱାମୀ । ସାମାନ୍ୟ କଥାରୁ ସ୍ତ୍ରୀର ନେଇଗଲା ଜୀବନ । ସାରା ଜୀବନ ସାଥି ହୋଇ ବାଟ ଚାଲିବ ବୋଲି କଥା ଦେଇଥିଲା

Read more