ବର୍ଷା ଅଭାବରୁ ମାଟି ଫାଟି ଆଁ; କ୍ଷେତରେ ମାଡୁଛି ଚକଡ଼ା, ଚାଷୀ ମୁଣ୍ଡରେ ଚଡ଼କ

ବେତନଟୀ ସଦର: ଆଶ୍ୱିନ ଯାଇ କାର୍ତ୍ତିକ ଚାଲିଥିବା ବେଳେ ଫଟା ବିଲ ଚାଷୀର ଚିନ୍ତାକୁ ବଢ଼ାଇ ଦେଇଛି। ଧାନ ଥୋଡ଼ ଧରି ଫୁଲ ଉଡ଼ାଇବା ସମୟରେ ବିଲ

Read more