ତୁଟିଲା ଭୁଆଶୁଣି ଡ଼ମ୍ପିଂୟାର୍ଡ ବିବାଦ, ଆଜିଠୁ ଉଠିବ ଅଳିଆ

ଭୁବନେଶ୍ୱର: ତୁଟିଲା ବିବାଦ, ଆଜିଠୁ ଉଠିବ ଅଳିଆ । ୯ ମାସ ପରେ ବିଏମସିର ଅଳିଆ ଭୁବନେଶ୍ୱରରେ ହେବ ପରିଚାଳନା। ଏଥିପାଇଁ ବିଏମସି ନେବ ଆବଶ୍ୟକ ପଦକ୍ଷେପ।

Read more