ଦୁର୍ଗାପୂଜା ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ମାଆଙ୍କ କରୁଣାରୁ ଜୀବନରେ ଭରିଯାଉ ସୁଖ ଓ ସମୃଦ୍ଧି

ଭୁବନେଶ୍ୱର ୦୩/୧୦: ଧରବାତରଣ କରିଛନ୍ତି ଜଗତଜନନୀ ମାଆ ମହିଷାମର୍ଦ୍ଦିନୀ । ସାରା ରାଜ୍ୟରେ ଧୂମଧାମରେ ପାଳନ କରାଯାଉଛି ମାଆଙ୍କ ପୂଜା ଆରାଧନା । ଦୁଇବର୍ଷର କରୋନା କଟକଣା

Read more