ବସ୍‌ ଓ ଗ୍ୟାସ୍‌ ଟ୍ୟାଙ୍କର ମୁହାଁମୁହିଁ ଧକ୍କା : ଡ୍ରାଇଭର ମୃତ, ୧୫ ଯାତ୍ରୀ ଆହତ

ନୟାଗଡ଼ ୦୨।୦୪ : ବସ୍‌ ଓ ଗ୍ୟାସ୍‌ ଟ୍ୟାଙ୍କର ମୁହାଁମୁହିଁ ଧକ୍କା । ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଟାକରା ଘାଟିରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା ।

Read more