ବଙ୍ଗୋପସାଗରରେ ଭୂମିକମ୍ପ, ରିକ୍ଟରସ୍କେଲରେ ତିବ୍ରତା ୫.୧ ରେକର୍ଡ

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ଭୂମିକମ୍ପ ଝଟକା । ସକାଳ ୮ଟା ୨୧ ମିନିଟରେ ଥରି ଉଠିଲା ବଙ୍ଗୋପସାଗର ପ୍ଲେଟ୍ । ରିକ୍ଟରସ୍କେଲରେ ଭୂମିକମ୍ପର ତିବ୍ରତା ୫.୧ ରହିଛି ।

Read more