ପ୍ରଧାନମନ୍ତ୍ରୀଙ୍କୁ ‘ନାଲାଏକ୍’ କହି ଫସିଲେ ଖଡ଼ଗେଙ୍କ ପୁଅ, କାରଣ ଦର୍ଶାଅ ନୋଟିସ ପଠାଇଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ନାଲାଏକ୍’ ( ଅଯୋଗ୍ୟ) କହି ଫସିଲେ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପୁଅ ପ୍ରିୟାଙ୍କ ଖଡ଼ଗେ। କାରଣ ଦର୍ଶାଅ ନୋଟିସ ପଠାଇଲେ ନିର୍ବାଚନ ଆୟୋଗ।

Read more