ପୂର୍ବତଟ ରେଳବାଇର ୱାଲଟିୟର ଡିଭିଜନ୍ ୧୬୧.୫୩କୋଟିର ସ୍କ୍ରାପ ବିକ୍ରି କରି ନୂଆ ରେକର୍ଡ

ଜୟପୁର: ପୂର୍ବତଟ ରେଳବାଇର ୱାଲଟିୟର ଡିଭିଜନ୍ ୧୬୧.୫୩କୋଟି ଟଙ୍କାର ସ୍କ୍ରାପ ବିକ୍ରୀ କରି ନୂଆ ରେକର୍ଡ ସୃଷ୍ଟି କରିଛି। ଯାହା ପୂର୍ବ ବର୍ଷର ଆୟ ତୁଳନାରେ ୭୧.୫%

Read more