ସମଗ୍ର ଦେଶରେ କେନ୍ଦ୍ରୀୟ ବିଦ୍ୟାଳୟରେ ଆଡ୍‌ମିସନ୍‌ ଲାଗି ମନ୍ତ୍ରୀଙ୍କ ଅନୁମୋଦନ ସୀମା ଉଠିଲା

କେନ୍ଦ୍ର ସରକାରଙ୍କ ପରିଚାଳିତ ଦେଶବ୍ୟାପୀ ଥିବା କେନ୍ଦ୍ରୀୟ ବିଦ୍ୟାଳୟଗୁଡ଼ିକରେ ନାମ ଲେଖାଇବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସର୍ବାଧିକ 450ଟି ଅନୁମୋଦନକୁ ଏହି ସ୍କୁଲ୍‌ଗୁଡ଼ିକର ବୋର୍ଡ ଅଫ୍‌ ଗଭର୍ଣ୍ଣର୍‌ର୍ସ

Read more