ହାତୀପଲଙ୍କ ଉପଦ୍ରବ: ଭାଙ୍ଗିଲେ ଘର, ନଷ୍ଟ କଲେ ଏକର ଏକର ଧାନଫସଲ

ତେଲକୋଇ ୨୦/୧୦: ତେଲକୋଇ ରେଞ୍ଜରେ ଥମୁନି ହାତୀପଲଙ୍କ ଆତଙ୍କ । ବାରମ୍ବାର ଫସଲ ନଷ୍ଟ କରିବା ସହ ଘର ଭାଙ୍ଗୁଛନ୍ତି । ୧୨ ଟିକିଆ ହାତୀପଲଙ୍କ ଉତ୍ପାତରେ

Read more