ମହିଳା ଟି-୨୦ ବିଶ୍ବକପ୍‌: ଭାରତ ବିପକ୍ଷରେ ୧୧ ରନ୍‌ରେ ଜିତିଲା ଇଂଲଣ୍ଡ, ସ୍ମୃତି ମନ୍ଧାନାଙ୍କ ଅର୍ଦ୍ଧଶତକ ବେକାର

କେପ୍‌ଟାଉନ: ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ମହିଳା ଟି-୨୦ ବିଶ୍ବକପ୍‌ରେ ଭାରତକୁ ଶନିବାର ଇଂଲଣ୍ଡ ୧୧ ରନ୍‌ର ପରାସ୍ତ କରିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ୨ଟି

Read more