୨୦୨୪ ଯାଏଁ ନୂଆ ଇଞ୍ଜିନିରିଂ କଲେଜ ଖୋଲିବାକୁ ଦେଶରେ ମିଳିବନି ଅନୁମତି : ଶହସ୍ରବୁଦ୍ଧି

ନୂଆଦିଲ୍ଲୀ ୧୯।୧୨:  ଭାରତରେ ଆଗାମୀ ୨ ବର୍ଷ ପର୍ଯ୍ୟନ୍ତ ନୂଆ ଇଞ୍ଜିନିୟରିଂ କଲେଜ ଖୋଲିବନି। ଏହା କହିଛନ୍ତି ଅଲ ଇଣ୍ଡିଆ କାଉନସିଲ ଅଫ ଟେକ୍ନିକାଲ ଏଜୁକେସନ (ଏଆଇସିଟିଇ)

Read more